ଚରିତ୍ର ହୀନ ନାରୀକୁ ଜାଣିବା କେମିତ ? ନିଶ୍ଚୟ ପଢନ୍ତୁ କାମରେ ଆସିବ

ଚରିତ୍ର ହୀନ ନାରୀକୁ ଜାଣିବା କେମିତ ? ନିଶ୍ଚୟ ପଢନ୍ତୁ କାମରେ ଆସିବ

ଜାଣିବା କଥା

ଆମେ ଆଜି ଆପଣ ମାନଙ୍କୁ ନାରୀ ମାନଙ୍କ ସେମିତି ହିଁ କିଛି ଇସାରା ବିଷୟରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ଯେଉଁ ଥି୍ରୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ କି ସେହି ନାରୀ ଅସଲ ରେ ଚରିତ୍ର ହୀନା କି ନୁହେଁ । ବନ୍ଧୁ ଗଣ ଆପଣ ମାନେ ଏହି କଥାକୁ ତ ନିଶ୍ଚିତ ଭାବେ ସୁଣି ଥିବେ କି ସବୁ ଆଙ୍ଗୁଠି କେବେ ବି ସମାନ ହୋଇ ନ ଥାଏ । ତେବେ ସେହି ପରି ବେଳେ ଦୁନିଆର ସବୁ ମହିଳା ମାନେ ବି ସମାନ ହୋଇ ନ ଥାନ୍ତି । ଅର୍ଥାତ୍ ସେମାନଙ୍କ ଚରିତ୍ର ସବୁ ସମୟରେ ସମାନ ହୋଇ ନଥାଏ । ସେହି ପରି ବେଳେ ସେମାନଙ୍କ ମନରେ ଯଦି କାହାଙ୍କ ପ୍ରତି ପ୍ରେମ ଜାଗ୍ରତ ହୋଇ ଥାଏ ତେବେ ସେମାନେ ଇସାରାରେ କହି ଦେଇ ଥାନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଭଏସ ଅଫ ଓଡିଶାର ସ୍ୱତନ୍ତ୍ର ଉପସ୍ଥାପନା କେବେ ଯଦି କୈଣସି ନାରୀ ଆପଣ ମାନଙ୍କୁ ପସନ୍ଦ କରେ ତେବେ ସେ ସେହି ସମୟ ରେ ଆପଣଙ୍କୁ ଦେଖିବା ପାଇଁ କେବେ ବି ପଛେଇବେ ନାହିଁ । ସେମିତି କ୍ଷେତ୍ରରେ ଆପଣ ମାନେ କେବେ ସେଠାରେ ନ ଡରି ସେହି ମହିଳା ଙ୍କ ଆଖି କୁ ଦେଖିବା ପାଇଁ ଚେଷ୍ଟା କରନ୍ତୁ । ସେଠାରେ ଆପଣ ମାନେ ଦେଖି ପାରିବେ କି ସେ ଆପଣ ମାନଙ୍କୁ ପ୍ରେମ ଭରା ଚାହାଁଣୀ ରେ ଚାହୁଁଛି ବୋଲି । ଏବଂ ଆପଣ ମାନଙ୍କ ହସ ସହିତ ସେ ହସୁ ଥିବ । ଯଦି ଆପଣ ଙ୍କ ପାର୍ଟନର୍ ଅଚାନକ ଆପଣଙ୍କୁ ଆଭୟଡ୍ କରେ ଏବଂ ଆପଣଙ୍କୁ କହେ କି ଏହା କେବଳ ଆମ ମଧ୍ୟରେ ଦୋସ୍ତୀ ଅଟେ । ତେବେ ସେହି ସମୟ ରେ ବୁଝି ଜାଆନ୍ତୁ କି ଆପଣ ମାନଙ୍କୁ ଧୋଖା ମିଳିବାର ରହିଛି । ସେମିତି ସମୟ ରେ ଆପଣ ସତର୍କ ହୁଅନ୍ତୁ । ଯଦି କୈଣସି ମହିଳା ମାନେ ଘର କୁ ଛାଡନ୍ତିୁ ନାହିଁ ଏବଂ ସେମାନେ ଅଭିନୟ କରି ସେହି ଘରେ ରହିବା ପାଇଁ ଚେଷ୍ଚା କରନ୍ତି । ତେବେ ସେମାନଙ୍କ ଚରିତ୍ର କେବେ ବି ଭଲ ହୋଇ ନ ଥାଏ କି କେବେ ବି ସେହି ପରି ମହିଳା ମାନଙ୍କ ଉପରେ ବିଶ୍ୱାସ କରି ହେବ ନାହିଁ । ସେମିତି ରେ ଆପଣ ମାନେ କେବେ ବି ମହିଳା ମାନଙ୍କ ଭଲ ବା ଖରାପ୍ ସ୍ୱଭାବ କୁ ବିଶ୍ୱାସ କରନ୍ତୁ ନାହିଁ । ବରଂ ଆପଣ ମାନେ ଚାହାଁନ୍ତି । ତେବେ ସେମାନଙ୍କ ମନ ର କଥା କୁ ପଢିବା ପାଇଁ ଚେଷ୍ଟା କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ଓ ସବସ୍କ୍ରାଇବ କରନ୍ତୁ ଆମ ୟୁଟ୍ୟୁବ ଚ୍ୟାନେଲକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।