ବିଜେପିର ବଳକା ପ୍ରାର୍ଥୀ ତାଲିକା ରାଜନୀତି 2019-04-06 10:29:33 12447 views ଭୁବନେଶ୍ୱର: ଆଜି ବିଜେପିର ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଜଗତସିଂହପୁର ଲୋକସଭା ପ୍ରାର୍ଥୀ ହେଲେ ବିଭୁ ପ୍ରସାଦ ତରାଇ । ସୁନାକର ବେହେରା କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ହୋଇଥିବା ବେଳେ କାକଟପୁର ବିଧାନସଭା ପାଇଁ ରବି ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି ।