ଆସୁଛନ୍ତି ରାହୁଲ, ଜାଣନ୍ତୁ ଗସ୍ତସୂଚୀ ?

ଆସୁଛନ୍ତି ରାହୁଲ, ଜାଣନ୍ତୁ ଗସ୍ତସୂଚୀ ?

ରାଜନୀତି

ଭୁବନେଶ୍ୱର : ଶୁକ୍ରବାର କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଜୟପୁରଠାରେ ଆୟୋଜିତ ସମାବେଶରେ ରାହୁଲ ଉଦବୋଧନ ଦେବେ । ୮ଟା ୪୫ : ଦିଲ୍ଲୀରୁ ବାହାରିବେ ୧୦.୪୫ : ଭାଇଜାଗରେ ପହଁଚିବେ ୧୧ : ଭାଇଜାଗରୁ ହେଲିକପ୍ଟରରେ ଜୟପୁର ଆସିବେ ୧୧.୪୦ : ଜୟପୁରରେ ପହଁଚିବେ ୧୨ଟା ରୁ ୧୨ଟା ୪୫ : ଟାଉନହଲରେ ମହିଳାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ୧୨.୪୫-୧ଟା ୩୦ : ରିଜର୍ଭ ୧ଟା ୪୫ : ଜୟପୁରରେ ସାଧାରଣ ସମାବେଶକୁ ସମ୍ବୋଧନ ୩ଟା ୧୫ : ଜୟପୁରରୁ ଭାଇଜାଗ ଅଭିମୁଖେ ବାହାରିବେ ।