ସର୍ଭେ : ପୁଣି ମୋଦି ସରକାର, କେଉଁ ରାଜ୍ୟରେ କେତେ ଆସନ ପାଇବ ବିଜେପି ?

ସର୍ଭେ : ପୁଣି ମୋଦି ସରକାର, କେଉଁ ରାଜ୍ୟରେ କେତେ ଆସନ ପାଇବ ବିଜେପି ?

ରାଜନୀତି

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ବିଜେପି ବାଜିମାତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ସରକାର ଗଠନ କରିବେ । କେଉଁ ରାଜ୍ୟରେ କେତେ ଆସନ ବିଜେପି ଓ ଅନ୍ୟ ଦଳ ପାଇବ ସେନେଇ ଇଣ୍ଡିଆ ଟିଭି ଓ ସିଏନଏକ୍ସ ସର୍ଭେ କରିଛି । ସର୍ଭେ ଅନୁଯାୟୀ, ଉତରପ୍ରଦେଶ : ବିଜେପି ୪୦, ବିଏସପି ୧୬, ଏସପି ୧୮, କଂଗ୍ରେସ ୪, ଆରଏଲଡ଼ି ୧, ଆପନା ଦଳ ୧ ଉତରାଖଣ୍ଡ : ବିଜେପି ୩, କଂଗ୍ରେସ ୨ ରାଜସ୍ଥାନ : ବିଜେପି ୧୭, କଂଗ୍ରେସ ୮ ପଶ୍ଚିମବଙ୍ଗ : ତୃଣମୂଳ କଂଗ୍ରେସ ୨୮, ବିଜେପି ୧୨, କଂଗ୍ରେସ ୧, ଏଲଏଫ ୧ ଓଡ଼ିଶା : ବିଜେଡ଼ି ୧୪, ବିଜେପି ୬, କଂଗ୍ରେସ ୧ ମଧ୍ୟପ୍ରଦେଶ : ବିଜେପି ୨୧, କଂଗ୍ରେସ ୮ ଛତିଶଗଡ଼ : ବିଜେପି ୩, କଂଗ୍ରେସ ୮ ପଞ୍ଜାବ : କଂଗ୍ରେସ ୯, ଅକାଳୀ ଦଳ ୨, ଆପ ୧, ବିଜେପି ୧ ହରିୟାଣା : ବିଜେପି ୯, କଂଗ୍ରେସ ୧ ବିହାର : ବିଜେପି ୧୪, ଆରଜେଡ଼ି ୮, ଜେଡ଼ିୟୂ ୯, କଂଗ୍ରେସ ୩, ଏଲଜେପି ୩, ଆରଏଲଏସପି ୧, ହାମ ୧, ଭିଆଇପି ୧ ଝାରଖଣ୍ଡ : ବିଜେପି ୯, ଜେଏମଏମ ୨, କଂଗ୍ରେସ ୩ ଗୁଜୁରାଟ : ବିଜେପି ୨୪, କଂଗ୍ରେସ ୨ ହିମାଚଳ ପ୍ରଦେଶ : ବିଜେପି ୩, କଂଗ୍ରେସ ୧ ମହାରାଷ୍ଟ୍ର : ବିଜେପି ୨୧, ଶିବସେନା ୧୩, କଂଗ୍ରେସ ୭, ଏନସିପି ୬, ଅନ୍ୟ ୧ ଗୋଆ : ବିଜେପି ୨ ତାମିଲନାଡ଼ୁ : ଡିଏମକେ ୧୬, ଏଆଇଏଡ଼ିଏମକେ ୧୦, କଂଗ୍ରେସ ୫, ବିଜେପି ୧, ପିଏମକେ ୨, ଅନ୍ୟ ୫ ଆନ୍ଧ୍ରପ୍ରଦେଶ : ୟାଇଏସଆର କଂଗ୍ରେସ ୧୮, ଟିଡ଼ିପି ୭ ତେଲେଙ୍ଗାନା : ଟିଆରଏସ ୧୨, ଏଆଇଏମଆଇଏମ ୧, କଂଗ୍ରେସ ୪ କର୍ଣ୍ଣାଟକ : ବିଜେପି ୧୬, କଂଗ୍ରେସ ୧୦, ଜେଡ଼ିଏସ ୨ କେରଳ : ୟୂଡ଼ିଏଫ ୧୪, ଏଲଡ଼ିଏଫ ୫, ବିଜେପି ୧ ଜାମ୍ମୁକାଶ୍ମୀର : ବିଜେପି ୨, ଏନସି ୩, କଂଗ୍ରେସ ୧ ଆସାମ : ବିଜେପି ୫, ଏଆଇୟୂଡିଏଫ ୨, କଂଗ୍ରେସ ୫, ଅନ୍ୟ ୨ ଉତରପୂର୍ବାଂଚଳ : ବିଜେପି ୪, କଂଗ୍ରେସ ୪, ଏନପିପି ୧, ଏନଡ଼ିପିପି ୧, ଏସଡ଼ିଏଫ ୧ ଦିଲ୍ଲୀ : ବିଜେପି ୭ ଅନ୍ୟ କେନ୍ଦ୍ରଶାସିତ ଅଂଚଳ : ବିଜେପି ୪, କଂଗ୍ରେସ ୨ ମୋଟ ଉପରେ ବିଜେପି ୨୩୦, କଂଗ୍ରେସ ୯୭, ଟିଏମସି ୨୮, ୱାଇଏସଆର କଂଗ୍ରେସ ୧୮, ଏସପି ୧୫, ବିଏସପି ୧୪, ଡିଏମକେ ୧୬, ଏଆଇଏଡିଏମକେ ୧୦, ଟିଆରଏସ ୧୨, ବାମମେଂଟ ୮, ଜେଡ଼ିୟୁ ୯, ଏନସିପି ୬, ଆରଜେଡ଼ି ୮, ଶିବସେନା ୧୩, ବିଜେଡ଼ି ୧୪