ଆଜି ଜୟପୁର ଆସୁଛନ୍ତି ରାହୁଲଗାନ୍ଧି । ସ୍ୱତନ୍ତ୍ର ବିମାନ ଯୋଗେ ଜୟପୁରଆସି ସ୍ଥାନୀୟ ଗାନ୍ଧି ଛକସ୍ଥିତରେ ପହଂଚି ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ସମାବେଶରେ ଯୋଗଦେବେ । ନିର୍ଧାରିତ ଆୟୋଜିତ ୧୧ଟା ୫୦ ମିନିଟ୍ କରାଯାଇଛି । ଏହା ସହ ଏକାମ୍ବାରେ ଚାଷୀଙ୍କୁ ଉଦ୍ବୋଧନ ଦେବେ । ୨ଟା ୫୦ ରେ ଜୟପୁର ବିମାନବିନ୍ଦରରୁ ବିଶାଖା ପାଟଣା ଏବଂ ଦିଲ୍ଲୀ ଯାତ୍ରା କରିବେ ।
