କେଉଁ ରାଜ୍ୟରେ କେତେ ଭୋଟିଂ? ରାଜନୀତି 2019-04-11 11:48:48 7920 views ନୂଆଦିଲ୍ଲୀ: ଓଡିଶାରେ ଦିନ ସାଢେ ୩ ଟା ସୁଦ୍ଧା ୫୭% ମତଦାନ ଥିବାବେଳେ ମେଘାଳୟ -୫୫% ଉତରାଖଣ୍ଡ-୪୬.୫୯% ୟୁପି-୫୦.୮୭% ତେଲେଙ୍ଗାନା-୪୮.୯୫% ନାଗାଲାଣ୍ଡ -୬୮% ମିଜେରାମ-୫୫.୧୯% ମେଘାଳୟ-୫୫% ରହିଅଛି ।