ଭୁବନେଶ୍ୱରରେ ଅଭିଷେକ ବଚ୍ଚନ ରାଜ୍ୟ 2019-04-13 10:37:47 5973 views ଭୁବନେଶ୍ୱର : ଆଜି କଳିଙ୍ଗ ଷ୍ଟାଡିଅମରେ ସୁପର କପ ଫୁଟବଲ ଅନୁଷ୍ଠିତ ହେଉଛି । ଭୁବନେଶ୍ୱରରେ ପହଂଚିଛନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଆଜି ଚେନ୍ନାଇୟାନ ଏଫସି ଓ ଗୋଆ ମଧ୍ରରେ ଫାଇନାଲ ଫାଇଟ । ଏଥର ନିର୍ବାଚନରେ ଭୋଟ ଦେବାକୁ ସମସ୍ତଙ୍କୁ ନିବେଦନ କଲେ ଅଭିଷେକ ।