ଏମଏସଏମଇ କ୍ଷେତ୍ର ପାଇଁ  କେନ୍ଦ୍ର ସରକାରଙ୍କ ଘୋଷଣା

ଏମଏସଏମଇ କ୍ଷେତ୍ର ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା

ଜାତୀୟ ଖବର

୧. କୋଲାଟେରାଲ ମୁକ୍ତ ୩ ଲକ୍ଷ କୋଟି ଟଙ୍କାର ସ୍ୱୟଂଚାଳିତ ଋଣ ୨. ଚାପରେ ଥିବା ଏମଏସଏମଇକୁ ୨୦ ହଜାର କୋଟି ଟଙ୍କା ୩. ୫୦ ହଜାର କୋଟିର ଇକ୍ୱିଟି ୪. ଉଦ୍ୟୋଗୀ ଓ କର୍ମଚାରୀଙ୍କୁ ୩ ମାସ ପର୍ଯ୍ୟନ୍ତ ୨୫ ଶହ କୋଟିର ଇପିଏଫ ସହାୟତା ୫. ବ୍ୟବସାୟୀ ଓ ଶ୍ରମିକଙ୍କ ପାଇଁ ଇପିଏଫ ଅଂଶ ୬୭୫୦ କୋଟି ଟଙ୍କା ହ୍ରାସ କରାଯିବ । ୬. ଏନବିଏଫସି ଓ ଏମଏଫଆଇଗୁଡ଼ିକୁ ୩୦ ହଜାର କୋଟିର ଲିକ୍ୱୁଡ଼ିଟି ସୁବିଧା ୭. ଏନବିଏଫସି ପାଇଁ ୪୫ ହଜାର କୋଟିର ଆଂଶିକ କ୍ରେଡ଼ିଟ ଗ୍ୟାରେଂଟି ୮. ଡିସକମଗୁଡ଼ିକୁ ୯୦ ହଜାର କୋଟିର ଲିକୁ୍ୟଡ଼ିଟି ୯. ଠିକାଦାରଙ୍କୁ ସହାୟତା ୧୦. ରେରା ଅଧିନରେ ଥିବା ରିଅଲ ଇଷ୍ଟେଟ ପ୍ରକଳ୍ପର ପଂଜୀକରଣ ଓ ସମାପ୍ତି ସମୟ ବୃଦ୍ଧି ୧୧. ଟିଡ଼ିଏସ/ଟିସିଏସ ହ୍ରାସ ଦ୍ୱାରା ୫୦ ହଜାର କୋଟିର ଲିକୁ୍ୟଡ଼ିଟି ୧୨. ଅନ୍ୟ ପ୍ରତ୍ୟକ୍ଷ ଟିକସ ପାଇଁ ପଦକ୍ଷେପ