ରୋଶନ ଲାଲ ବିଟୁ ପ୍ରଦେଶ ଛାତ୍ର କଂଗ୍ରେସ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇଲେ |

ରୋଶନ ଲାଲ ବିଟୁ ପ୍ରଦେଶ ଛାତ୍ର କଂଗ୍ରେସ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇଲେ |

ରାଜନୀତି

ଭୁବନେଶ୍ୱର: ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ (ଏନ.ଏସ.ୟୁ.ଆଇ)ର ସଚିବ ରୋଶନ ଲାଲ ବିଟୁ ପ୍ରଦେଶ ଛାତ୍ର କଂଗ୍ରେସ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅନୁମୋଦନ କ୍ରମେ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ତାଙ୍କୁ ଦାୟିତ୍ୱକୁ ଶ୍ରୀ ବିଟୁ ନିଷ୍ଠାର ସହ ସମ୍ପାଦନ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।