ବଜ୍ରପାତ ନେଲା ୨ଟି ଜୀବନ । ରାଜ୍ୟ 2020-05-28 07:47:38 14351 views ଆଜି ୨ଟି ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବଡ଼ସାହି ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସେହିପରି ବାଲିଆପାଳ କେଳୁଆଡିଆ ଗ୍ରାମରେ ବଜ୍ରପାତରେ ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।