ସି ଭୋଟର ପକ୍ଷରୁ ଏକ ସର୍ଭେ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ କେଉଁ ରାଜ୍ୟରେ କେତେ ଲୋକ ସନ୍ତୁଷ୍ଟ ସେନେଇ ସର୍ଭେ ହୋଇଛି । କେଉଁ ରାଜ୍ୟରେ କେତେ ପ୍ରତିଶତ ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ତାହା ନିମ୍ନୋକ୍ତ ମତେ ପ୍ରଦାନ କରାଗଲା । ଓଡ଼ିଶା : ୯୫.୬% ହିମାଚଳ ପ୍ରଦେଶ : ୯୩.୯୫% ଛତିଶଗଡ଼ : ୯୨.୭୩% ଆନ୍ଧ୍ରପ୍ରଦେଶ : ୮୩.୬% ଝାରଖଣ୍ଡ : ୮୨.୯୭% କର୍ଣ୍ଣାଟକ : ୮୨.୫୬% ଗୁଜୁରାଟ : ୭୬.୪୨% ଆସାମ : ୭୪.୫୯% ତେଲେଙ୍ଗାନା : ୭୧.୫୧% ମହାରାଷ୍ଟ୍ର : ୭୧.୪୮% ପଶ୍ଚିମବଙ୍ଗ : ୬୪.୦୬% ଉତରପ୍ରଦେଶ : ୬୦.୬୮% ଦିଲ୍ଲୀ : ୬୦.୩୫% ବିହାର : ୫୮.୪୮% ଉତରାଖଣ୍ଡ : ୫୩.୫୩% ଗୋଆ : ୫୨.୫୪% ହରିୟାଣା : ୫୧.୨୫% ଜାମ୍ମୁକାଶ୍ମୀର : ୫୦.୨୩% କେରଳ : ୩୨.୮୯% ତାମିଲନାଡ଼ୁ : ୩୧.୧୫%
