୧୮ରେ ସାନି ମତଦାନ ରାଜ୍ୟ ଖବର 2019-04-16 12:00:27 12693 views ମାଲକାନଗିରି: ଆସନ୍ତା ୧୮ରେ ତାରିଖରେ ବୁଥ ନଂ ୨୫୪ରେ ହେବ ସାନି ମତଦାନ । ଏମପିଭି ୬୫ଟି ଗାଁରେ ସାନି ମତଦାନ ହେବ । ଇଭିଏମ୍ ଟ୍ୟାମ୍ପେରିଂ ନେଇ ହୋଇଥିଲା ଅଭିଯୋଗ । ଏନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ଯେ ପୁଣି ୧୮ରେ ହେବ ମତଦାନ ।