ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନିଜର ନୂତନ ଟିମ ଗଢ଼ିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ମୋହର ମାରିଛନ୍ତି । ରାଜ୍ୟ ବିଜେପିର ସମସ୍ତ ମୋର୍ଚ୍ଚା ସଭାପତି ବଦଳି ଯାଇଛନ୍ତି । ସେହିପରି ୧୦ ଜଣ ମୁଖପାତ୍ରଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି । ରାଜ୍ୟ ଅଫିସ ସଚିବ ଭାବେ ଦାୟିତ୍ୱ ସମ୍ଭାଳିବେ ଦେବେନ୍ଦ୍ର ନନ୍ଦ । ସୁଦୀପ୍ତ ରାୟ ପୀତାମ୍ବର ଆଚାର୍ଯ୍ୟ ଦିଲୀପ ମହାନ୍ତି ସତ୍ୟବ୍ରତ ପଣ୍ଡା ଯତୀନ ମହାନ୍ତି ବିରଂଚି ନାରାୟଣ ତ୍ରିପାଠୀ ଧିରେନ ଶତପଥି ସୋନାଲି ସାହୁ ଠାକୁର ରଣଜିତ ଦାସ ଉମାକାନ୍ତ ପଟ୍ଟନାୟକ
