୯ ଟା ସୁଦ୍ଧା ୭ % ମତଦାନ

୯ ଟା ସୁଦ୍ଧା ୭ % ମତଦାନ

ରାଜ୍ୟ ଖବର

ଭୁବନେଶ୍ୱର : ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ରାଜ୍ୟରେ ୫ ଲୋକସଭା ଓ ୩୫ ଟି ବିଧାନସଭା ପାଇଁ ମତଦାନ ଚାଲିଛି । ସକାଳ ୯ ଟା ସୁଦ୍ଧା ୭ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ କାର୍ଯ୍ୟଳୟରୁ ସୂଚନା ମିଳିଛି ।