ରାଜଧାନୀ ବାହାରୁ ଆସିବେନି ସରକାରୀ କର୍ମଚାରୀ |

ରାଜଧାନୀ ବାହାରୁ ଆସିବେନି ସରକାରୀ କର୍ମଚାରୀ |

ରାଜ୍ୟ

ଭୁବନେଶ୍ୱର: କରୋନା ସଂକ୍ରମଣ ମାଡ଼ି ମାଡ଼ି ଚାଲିଛି । ଏଭଳି କ୍ଷେତ୍ରରେ ଭୁବନେଶ୍ୱରରେ ଥିବା ସରକାରୀ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ କଡ଼ା କଟକଣା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । ରାଜଧାନୀ ବାହାରୁ ଆସୁଥିବା ସରକାରୀ କର୍ମଚାରୀ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ଆସିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ବାଦ କେବଳ କଟକ ମହାନଗର ନିଗମ (ସିଏମସି) ଓ ଖୋର୍ଦ୍ଧା ପୌରପାଳିକା ଅଞ୍ଚଳରୁକ ଆସୁଥିବା କର୍ମଚାରୀ ରାଜଧାନୀ ସ୍ଥିତ ସରକାରୀ କାର୍ଯ୍ୟାଳୟକୁ ଆସିପାରିବେ ।