ଟିଟୋର ନୂଆ ଠିକଣା ଝାରପଡା ରାଜ୍ୟ 2019-04-19 07:31:49 9121 views ଭୁବନେଶ୍ୱର: ଝାରପଡ଼ା ଆସିଲା ଟିଟୋ । ଗ୍ୟାଙ୍ଗଷ୍ଟର ଟିଟୋକୁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱରସ୍ଥ ଝାରପଡ଼ା ଜେଲକୁ ଟିଟୋକୁ ଅଣାଯାଇଛି । ତେବେ ନିର୍ବାଚନ ସମୟରେ କେଉଁ କାରଣରୁ ଟିଟୋକୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।