ଆଂଚଳିକ ଦଳ ହେବ କିଙ୍ଗ ମେକର: ନବୀନ ରାଜନୀତି 2019-04-20 07:26:08 13421 views ଭୁବନେଶ୍ୱର: ଆଠମଲ୍ଲୀକ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତଥର ଆଂଚଳିକ ଦଳ ହେବ କିଙ୍ଗ ମେକର ବୋଲି ନବୀନ କହିଛନ୍ତି । ୨୦୧୯ରେ କେନ୍ଦ୍ରରେ କୌଣସି ଦଳର ସଂଖ୍ୟା ଗରିଷ୍ଠତା ପାଇବେନି । କେନ୍ଦ୍ରସରକାର ଗଠନରେ ଆଂଚଳିକ ଦଳର ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।