ଶାହାରୁଖଙ୍କ ପୁଅଙ୍କ ହ୍ୱାଟସଆପ ଲିକ, ଜାଣିଲେ ହେବେ ଚକିତ

ଶାହାରୁଖଙ୍କ ପୁଅଙ୍କ ହ୍ୱାଟସଆପ ଲିକ, ଜାଣିଲେ ହେବେ ଚକିତ

ଶାହାରୁଖଙ୍କ ପୁଅଙ୍କ ହ୍ୱାଟସଆପ ଲିକ, ଜାଣିଲେ ହେବେ ଚକିତ

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଫସି ଯାଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ  । ଏବେ ତାଙ୍କର ଜାମିନ ଆବେଦନର ଶୁଣାଣୀ ଚାଲିଥିବାବେଳେ ଆଉ ଏକ ହ୍ୱାଟସଆପ ଚାଟ ସାମ୍ନାକୁ ଆସିଛି  । 

୨୦୧୯ ଜୁଲାଇରେ ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହ୍ୱାଟସଆପ ଚାଟ ହୋଇଥିଲା  । ଯେଉଁଥିରେ ଆର୍ଯ୍ୟନ ୱିଡ଼ ଅର୍ଥାତ ଚରସ ମାଗୁଥିବା ଦେଖିବାକୁ ମିଳିଛି  ।

ଆର୍ଯ୍ୟନ : ୱିଡ

ଅନନ୍ୟା : ହାଁ, ୟହ ଡିମାଣ୍ଡ ମେଁ ହୈ

ଆର୍ଯ୍ୟନ : ମେଁ ତୁମସେ ଚୁପକେ ସେ ଲେ ଲୁଂଗା

ଅନନ୍ୟା : ଠିକ ହୈ


ସେହିପରି ସେହିଦିନ ଅନ୍ୟ ଏକ ଚାଟ ବି ସାମ୍ନାକୁ ଆସିଛି  ।

ଅନନ୍ୟା : ଅବ ମେଁ ଇସ ବିଜନେସ ମେଁ ହୁଁ

ଆର୍ଯ୍ୟନ : ତୁମ ୱିଡ଼ (ଚରସ) ଲାଇ ହୋ ?

ଅନନ୍ୟା : ୱହ ମୁଝେ ମିଲନେ ୱାଲା ହୈ


ଅପରପକ୍ଷରେ ୨୦୨୧ ଅପ୍ରେଲ ୧୮ରେ ଆର୍ଯ୍ୟନ ଖାନଙ୍କ ହ୍ୱାଟସଆପ ଚାଟ ବି ସମସ୍ତଙ୍କୁ ଚକିତ କରିଛି  । ଯେଉଁଥିରେ ସେ ଏନସିବିର ନାଁ ବି ଉଲ୍ଳେଖ କରିଛନ୍ତି  ।


ଆର୍ଯ୍ୟନ : କଲ କୋକେନ ଲାତେ ହେଁ  । ମେଁ ତୁମଲୋଗୋଁ କୋ ଏନସିବି ଦ୍ୱାରା ତବାହ କରନେ ୱାଲା ହୁଁ  ।

ଆର୍ଯ୍ୟନ ଡରାଇବାକୁ ଏଭଳି କହିଥିଲେବି ସେ ନିଜେ ଏନସିବି ଜାଲରେ ପଡ଼ିଯିବେ ବୋଲି କେବେ ଭାବିନଥିଲେ ।