ଇସ୍ପାତ ଜେନେରାଲ ହସ୍ପିଟାଲରେ ଅଗ୍ନିକାଣ୍ଡ

ଇସ୍ପାତ ଜେନେରାଲ ହସ୍ପିଟାଲରେ ଅଗ୍ନିକାଣ୍ଡ

ଇସ୍ପାତ ଜେନେରାଲ ହସ୍ପିଟାଲରେ ଅଗ୍ନିକାଣ୍ଡ
ରାଉରକେଲା: ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଯୋଗୁଁ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏଥିରେ କୌଣସି ଅଘଟଣ ଘଟିନଥିବା ଜଣାଯାଇଛି ।