କାଠମାଣ୍ଡୁରେ କଳ୍ପନାଙ୍କ ମରଶରୀର

କାଠମାଣ୍ଡୁରେ କଳ୍ପନାଙ୍କ ମରଶରୀର

କାଠମାଣ୍ଡୁରେ କଳ୍ପନାଙ୍କ ମରଶରୀର
ଭୁବନେଶ୍ୱର: କାଠମାଣ୍ଡୁରେ ପହଞ୍ଚିଲା ପର୍ବତାରୋହିଣୀ କଳ୍ପନା ଦାଶଙ୍କ ମରଶରୀର । ଲୁକଲାରୁ କାଠମାଣ୍ଡୁ ଅଣାଗଲା କଳ୍ପନାଙ୍କ ମରଶରୀର । ତେବେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଆଣିବାରେ ବିଳମ୍ବ ହୋଇପାରେ । ମରଶରୀର ସ୍ୱାଭାବିକ ପରେ ପୋଷ୍ଟମର୍ଟମ ପାଇଁ ୨ ଦିନ ଲାଗିପାରେ । କାଗଜପତ୍ର କାମ ସମ୍ପୂର୍ଣ୍ଣ ପରେ ମରଶରୀରକୁ ଭୁବନେଶ୍ୱର ଅଣାଯିବ ।