ଗୋଟିଏ ଦିନର ଦରମା ଦେଲେ ପିପିଏଲ କର୍ମଚାରୀ

ଗୋଟିଏ ଦିନର ଦରମା ଦେଲେ ପିପିଏଲ କର୍ମଚାରୀ

ଗୋଟିଏ ଦିନର ଦରମା ଦେଲେ ପିପିଏଲ କର୍ମଚାରୀ
ପାରାଦ୍ୱୀପ: ଲକ୍ଷ୍ମୀନାରାୟଣ ସାହୁ:କେବଳ ସାରଉପ୍ତାଦନ ନୁହେଁ ସାମାଜିକ କ୍ଷେତ୍ରରେ ମଧ୍ୟ ନିଜର ଶ୍ରମ ଦାନ କରିଛନ୍ତି ପିପିଏଲର କର୍ମଚାରୀ ମାନେ ଯାହାର ପ୍ରମାଣ ଦେଖାଇଛନ୍ତି ଫନିର ପୁଃନରୁଦ୍ଧାର କ୍ଷେତ୍ରରେ ନିଜର ଗୋଟିଏ ଦିନର ଦରମା ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରି । ପିପିଏଲର ସମସ୍ତ କର୍ମଚାରୀଙ୍କ ସହମତି ଭିତ୍ତିରେ ଗୋଟିଏ ଦିନର ଦରମା ଆଠଲକ୍ଷ୍ୟ ସତାବନ ହଜାର ଟଙ୍କାର ଚେକ୍,କମ୍ପାନୀର ଅପରେସନର ବିଭାଗରମୁଖ୍ୟ ସାଧାରଣ ପରିଚାଳକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲଫଫଣ୍ଡକୁ ପ୍ରଦାନ କରିଛନନ୍ତି । ଏହି ଚେକ୍ ପ୍ରଦାନ ବେଳେ କମ୍ପାନୀର ମେଣ୍ଟେନାସ୍ ବିଭାଗର ସାଧଋଚ୍ଚ ପରିଚାଳକ ରଞ୍ଜନ କୁମାର ମହାନ୍ତି କର୍ପୋରେଟସ୍ ଆଫାୟାର୍ସ ମୁଖ୍ୟ ସୁଧିର ରଞ୍ଜନ ମିଶ୍ର, ଏବଂ କର୍ମଚାର ସଂଘର କାତର୍୍ତୀ ଚନ୍ଦ୍ର ଓଝା, ଓ ଜ୍ଞାନ ସାମଲ ଉପସ୍ଥିତ ଥିଲେ ।