ଗଡ଼ ଗଡ଼ିଆ ଘାଟ ରେ ଅଘଟଣ
![ଗଡ଼ ଗଡ଼ିଆ ଘାଟ ରେ ଅଘଟଣ](https://voiceofodisha.com/uploads/images/2024/07/image_750x_66a744e7ac32e.jpg)
ବୋଲ ବମ ପାଣି ଉଠାଇବା ବେଳେ ଅଘଟଣ । କଟକ ଗଡ଼ ଗଡ଼ିଆ ଘାଟ ନିକଟରେ ଜଣେ ଯୁବକ ବୁଡି ଯାଇଥିବା ସୂଚନା।ଦୁଇ ଜଣ ବୁଡି ଯାଉଥିବା ବେଳେ ଜଣକୁ ଉଦ୍ଦାର କରିଛି ଅଗ୍ନିଶମ ବିଭାଗ ଗଡ଼ ଗଡ଼ିଆ କୂଳରେ ଅଗ୍ନିଶମ ବିଭାଗ ଦ୍ଵାରା ସର୍ଚ୍ଚ ଆରମ୍ଭ। ଶ୍ରାବଣ ର ଦ୍ୱିତୀୟ ସୋମବାର ରେ ମହାଦେଵ ଙ୍କ ନିକଟରେ ଜଳ ଲାଗି ନିମନ୍ତେ କଟକ ଗଡ଼ ଗଡ଼ିଆ ଘାଟରେ ଶହ ଶହ କାଉଡ଼ିଆ ଙ୍କ ସମାଗମ ହୋଇଛି।