ଜନ୍ମନେଲେ ଯୋଡା ଶିଶୁକନ୍ୟା

ଜନ୍ମନେଲେ ଯୋଡା ଶିଶୁକନ୍ୟା

ଜନ୍ମନେଲେ ଯୋଡା ଶିଶୁକନ୍ୟା
ଢେଙ୍କାନାଳ: ପୁଣି ଯୋଡ଼ା ଶିଶୁଙ୍କ ଜନ୍ମ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁଙ୍କ ଜନ୍ମ ହୋଇଛି । ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଯୋଡ଼ା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ନବଜନ୍ମିତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏଁ ଯୋଡ଼ି ହୋଇ ରହିଛି । ଶିଶୁ କନ୍ୟା ଦୁହିଁଙ୍କ ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ଶିଶୁଭବନ ପଠାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ ଚର୍ଚ୍ଚାରେ ରହିଥିଲେ । ଦିଲ୍ଲୀ ଏମସରେ ଉଭୟଙ୍କ ସଫଳ ଅସ୍ତ୍ରୋପଚାର