ଦାନ କରନ୍ତୁ ନାହିଁ ଏହି ସବୁ ଜିନିଷ ନହେଲେ ପରେ ଅସୁବିଧାରେ ପଡିବେ

ଦାନ କରନ୍ତୁ ନାହିଁ ଏହି ସବୁ ଜିନିଷ ନହେଲେ ପରେ ଅସୁବିଧାରେ ପଡିବେ

ଦାନ କରନ୍ତୁ ନାହିଁ ଏହି ସବୁ ଜିନିଷ ନହେଲେ ପରେ ଅସୁବିଧାରେ ପଡିବେ
ଦାନ କରିବାର ଖୁବ ମହତ୍ତ୍ୱ ରହିଛି। ଏହାର ଉଲ୍ଲେଖ ଗ୍ରନ୍ଥରେ ମଧ୍ୟ ରହିଛି। ମାତ୍ର ଶାସ୍ତ୍ରରେ ଏପରି ମଧ୍ୟ ମାନ୍ୟତା ରହିଛି, କେଉଁ ଜିନିଷକୁ ଦାନ କରିବା ଉଚିତ ଓ ଉଚିତ ନୁହେଁ। ଜାଣନ୍ତୁଟ୍ଟ. – ଝାଡୁ ଦାନ କଲେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। – ଷ୍ଟିଲରେ ନିର୍ମିତ ଜିନିଷ ମଧ୍ୟ ଦାନ କରିବା ଉଚିତ ନୁହେଁ। – ସାଧୁସନ୍ଥଙ୍କୁ ନିଜେ ବ୍ୟବହାର କରିଥିବା ପୋଷାକ ଦାନ ଦେବା ଉଚିତ ନୁହେଁ। ଏହା ଦ୍ୱାରା ମଧ୍ୟ ଅଶୁଭଫଳ ମିଳିଥାଏ। – ତେଲ ଦାନ କଲେ ଶନିଙ୍କ ଉତ୍ତମ କୃପା ପ୍ରାପ୍ତି ହୋଇଥାଏ, ମାତ୍ର ଖରାପ ବା ବ୍ୟବହାର ଉପଯୋଗୀ ହୋଇନଥିବା ତେଲ ଦାନ ଦିଅନ୍ତୁ ନାହିଁ। – ସତେଜ ଖାଦ୍ୟ ଦାନ କରିପାରିବେ। ମାତ୍ର ବାସି ଖାଦ୍ୟ ଦାନ କରନ୍ତୁ ନାହିଁ। କିମ୍ବା ଖରାପ ଖାଦ୍ୟ ଦାନ କରନ୍ତୁ ନାହିଁ। – ଗ୍ରନ୍ଥ, ପୁରାଣକୁ ବହି କୁ ଦାନ କରିପାରିବେ। ମାତ୍ର ଫାଟିଥିବା ଅଥବା ଚିରିଥିବା ବହିକୁ ଦାନ କରିବେ ନାହିଁ। – ଧାରୁଆ ବସ୍ତ୍ର ଯେପରି ଛୁରୀ, ନେଲ କଟର,କଇଁଚି, ଖଣ୍ଡା ଆଦି ମଧ୍ୟ ଦାନ କରିବା ଉଚିତ ନୁହେଁ।