ବିସ୍ଫୋରକ ଚାଲାଣ ଗୁମର

ବିସ୍ଫୋରକ ଚାଲାଣ ଗୁମର

ବିସ୍ଫୋରକ ଚାଲାଣ ଗୁମର
୧ ହଜାର କେଜି ବିସ୍ଫୋରକ ଜବତ ଘଟଣାର ଖୋଜୁଛି ଗୁମର । ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗକୁ ବିସ୍ଫୋରକ ଚାଲାଣ ହେଉଥିଲା । ବାଲେଶ୍ୱରର ଜଣେ ଡିଲର ବେଆଇନ ଭାବେ ଚାଲାଣ କରୁଥିଲେ । କୋଲକାତାର ଏକ ବେଆଇନ ଫାୟାର କ୍ରାଜର ୟୁନିଟକୁ ପଠାଯାଉଥିଲା । କେଉଁ ଉଦେ୍ଧଶ୍ୟରେ ଏତେ ପରିମାଣ ବିସ୍ଫୋରକ ଯାଉଥିଲା ସ୍ପଷ୍ଟ ହୋଇନି । ପ୍ରାଥମିକ ତଦନ୍ତରୁ ବେଆଇନ ଚାଲାଣ ଜଣାପଡିଛି କ୍ରାଇମବ୍ରଂଚ ଷ୍ଟଫ୍ ସ୍ପଷ୍ଟ କରିଛନ୍ତି ।