ମୋଦିଙ୍କ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ମୋଦିଙ୍କ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ମୋଦିଙ୍କ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ
୧.ଅମିତ ଶାହା -ଗୃହ ମନ୍ତ୍ରୀ ୨.ରାଜନାଥ ସିଂ-ପ୍ରତିରକ୍ଷା ମନ୍ତ୍ରୀ ୩.ନିର୍ମଳା ସୀତାରମଣ-ଅର୍ଥ ମନ୍ତ୍ରୀ ୪. ଏସ.ଜୟଶଙ୍କର-ବୈଦେଶିକ ବ୍ୟାପାର ମନ୍ତ୍ରୀ ୫.ନୀତିନ ଗଡକରୀ-ପରିବହନ ,ରାଜପଥ , ଏମଏସଏମଇ ୬.ଧର୍ମେନ୍ଦ୍ର ପ୍ରଧାନ-ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ୭.ସଦାନନ୍ଦ ଗୌଡା-ସାର ଓ ରସାୟନ ୮-ରାମ ବିଳାସ ପାଶ୍ୱାନ-ଖାଦ୍ୟ ଯୋଗାଣ ୯-ନରେନ୍ଦ୍ର ସିଂ ତୋମାର-କୃଷି,ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ୧୦.ରବିଶଙ୍କର ପ୍ରସାଦ- ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ୧୧.ହରସିମରତ କୌର ବାଦଲ- ଖାଦ୍ୟ ପ୍ରକିୟାକରଣ ଶିଳ୍ପ ୧୨.ଥାୱରଚନ୍ଦ ଗେହଲଟ-ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ୧୩.ରମେଶ ପୋଖରିଆଲ ନିଶଙ୍କ- ମାନବ ସମ୍ବଳ ବିକାଶ ୧୪.ଅର୍ଜୁନ ମୁଣ୍ଡା-ଆଦିବାସୀ ବ୍ୟାପର ୧୫.ସ୍ମୃତି ଇରାନୀ-ମହିଳା ଓ ଶିଶୁ ବିକାଶ, ବୟନ ଶିଳ୍ପ ୧୬. ଡ. ହର୍ଷବର୍ଦ୍ଧନ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ୧୭. ପ୍ରକାଶ ଜାଭଡେକର- ଜଙ୍ଗଲ ଓ ପରିବେଶ, ସୂଚନା ଓ ପ୍ରସାରଣ ୧୮.ପୀୟୁଷ ଗୋୟଲ-ରେଳ, ବାଣିଜ୍ୟ ଓ ଶିଳ୍ପ ୧୯. ମୁକ୍ତାର ଆବାସ ନକଭି-ସଂଖ୍ୟାଲଘୁ ବ୍ୟାପାର ୨୦. ପ୍ରହ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ୨୧.ମହେନ୍ଦ୍ର ନାଥ ପାଣ୍ଡେ- ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ୨୨.ଅରବିନ୍ଦ ସାୱନ୍ତ-ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ୨୩.ଗିରିରାଜ ସିଂହ-ପ୍ରାଣୀ ସଂପଦ ଏବଂ ମତ୍ସସଂପଦ ୨୪. ଗଜେନ୍ଦ୍ର ସିଂ ଶେଖାୱତ- ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)ଙ୍କ ବିଭାଗ ୧.ସନ୍ତୋଷ ଗଙ୍ଗୱାର-ଶ୍ରମ ଓ ନିୟୋଜନ ୨. ରାଓ ଇନ୍ଦ୍ରଜିତ ସିଂହ-ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ,ଯୋଜନା ୩.ଶ୍ରୀପଦ ୟେଶୋ ନାଏକ- ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି ୪.ଜିତେନ୍ଦ୍ର ସିଂହ-ପିଏମଓ, ଉତରପୂର୍ବାଂଚଳ ଉନ୍ନୟନ, ପରମାଣୁ ଶକ୍ତି ୫. କିରଣ ରିଜିଜୁ- ଯୁବ ବ୍ୟାପାର ଏବଂ କ୍ରୀଡା, ସଂଖ୍ୟାଲଘୁ ବ୍ୟାପାର ୬. ପ୍ରହଲ୍ଲାଦ ସିଂ ପଟେଲ- ସଂସ୍କୃତି, ପର୍ଯ୍ୟଟନ ୭.ରାଜକୁମାର ସିଂହ- ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ ୮.ହରଦୀପ ସିଂ ପୁରୀ- ଗୃହ ନିର୍ମାଣ ଓ ସହରାଂଚଳ ବିକାଶ, ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ ୯. ମନସୁଖଲାଲ ମାଣ୍ଡଭିୟ- ଜାହାଜ ଚଳାଚଳ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ୧.ଫଗନ ସିଂ କୁଲସ୍ତେ – ଇସ୍ପାତ ମନ୍ତ୍ରୀ ୨.ଅଶ୍ୱିନୀ କୁମାର ଚୌବେ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ୩.ଅର୍ଜୁନ ରାମ ମେଘୱାଲ – ସଂସଦୀୟ ବ୍ୟାପାର, ଭାରିଶିଳ୍ପ ମନ୍ତ୍ରୀ ୪.ଜେନେରାଲ ଭିକେ ସିଂହ – ପରିବହନ ଓ ରାଜପଥ ମନ୍ତ୍ରୀ ୫.କ୍ରୀଷ୍ଣନପାଲ୍ ଗୁର୍ଜର – ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ୬.ଦାନଭେ ରାଓସାହେବ ଦାଦାରାଓ- ଖାଦ୍ୟ ଯୋଗାଣ ମନ୍ତ୍ରୀ ୭.ଜି. କିଶନ ରେଡ୍ଡୀ – ଗୃହ ମନ୍ତ୍ରୀ ୮.ପରଷୋତ୍ତମ ରୁପାଲା- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ୯.ରାମଦାସ ଅଠାୱାଲେ -ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ୧୦.ସାଧ୍ୱୀ ନିରଞ୍ଜନ ଜ୍ୟୋତି – ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ୧୧.ବାବୁଲ ସୁପ୍ରିଓ – ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ୧୨.ସଂଜୀବ ବାଲିଆନ – ପ୍ରାଣୀ ସଂପଦ, ଗୋପାଳନ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ୧୩. ଧୋତ୍ରେ ସଂଜୟ ସାମରାଓ – ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ ୧୪.ଅନୁରାଗ ଠାକୁର – ଅର୍ଥ, କର୍ପୋରେଟ ବ୍ୟାପାର ମନ୍ତ୍ରୀ ୧୫. ସୁରେଶ ଅଙ୍ଗାଡ଼ି – ରେଳ ମନ୍ତ୍ରୀ ୧୫.ନିତ୍ୟାନନ୍ଦ ରାୟ – ଗୃହ ମନ୍ତ୍ରୀ ୧୬.ରତନ ଲାଲ କାଟାରିଆ – ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ୧୭.ଭି. ମୁରଲୀଧରନ – ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର ମନ୍ତ୍ରୀ ୧୮. ରେଣୁକା ସିଂହ ସାରୁତା – ଆଦିବାସୀ ବ୍ୟାପାର ମନ୍ତ୍ରୀ ୧୯. ସୋମ ପ୍ରକାଶ – ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ୨୦. ରାମେଶ୍ୱର ତେଲି ହେଲେ – ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ୨୧.ପ୍ରତାପ ଷଡ଼ଙ୍ଗୀ – ଏମଏସଏମଇ, ପ୍ରାଣୀ ଓ ଗୋ , ମତ୍ସ୍ୟ ସଂପଦ ମନ୍ତ୍ରୀ ୨୨.କୈଳାସ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ୨୩. ଦେବଶ୍ରୀ ଚୌଧୁରୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ