ଆଜି ରାଜ୍ୟରୁ ୨୮୯୮ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ରାଜ୍ୟରୁ ୨୮୯୮ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ରାଜ୍ୟରୁ ୨୮୯୮ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ଆଜି ରାଜ୍ୟରୁ ୨୮୯୮ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୨ ଜଣ କ୍ୱାରେଣ୍ଟିନରୁ ଏବଂ ୧୧୦୬ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୧୪୦, ବରଗଡରୁ ୯, ଭଦ୍ରକରୁ ୧୦୭, ବଲାଙ୍ଗୀର ୧୭୩, ବୌଦ୍ଧରୁ ୧, କଟକରୁ ୨୪୧, ଦେବଗଡରୁ ୩, ଢେଙ୍କାନାଳରୁ ୪୪, ଗଜପତି ୫୩, ଗଞ୍ଜାମରୁ ୨୨୬, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୯, ଝାରସୁଗୁଡାରୁ ୪୯, କଳାହାଣ୍ଡିରୁ ୬୩, କେନ୍ଦ୍ରାପଡାରୁ ୫୭, କେନ୍ଦୁଝରରୁ ୩୫, ଖୋର୍ଦ୍ଧାରୁ ୫୨୪, କୋରାପୁଟରୁ ୧୩୨, ମାଲକାନଗିରିରୁ ୫୬, ମୟୁରଭଞ୍ଜରୁ ୫୩, ନବରଙ୍ଗପୁରରୁ ୩୭, ନୟାଗଡରୁ ୨୩୨, ନୂଆପଡାରୁ ୮, ପୁରୀରୁ ୧୦୪, ରାୟଗଡାରୁ ୧୦୫, ସମ୍ବଲପୁରରୁ ୭୭, ସୋନପୁରରୁ ୨୩ ଏବଂ ସୁନ୍ଦରଗଡରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଥିବା ବେଳେ ୪୬୯୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୫୧ ରହିଛି ।