କର୍ଣ୍ଣାଟକ ରାଜନୀତି : ୧୮ ଦିନ ପରେ ବି କେହି ମନ୍ତ୍ରୀ ନାହାନ୍ତି

କର୍ଣ୍ଣାଟକ ରାଜନୀତି : ୧୮ ଦିନ ପରେ ବି କେହି ମନ୍ତ୍ରୀ ନାହାନ୍ତି

କର୍ଣ୍ଣାଟକ ରାଜନୀତି : ୧୮ ଦିନ ପରେ ବି କେହି ମନ୍ତ୍ରୀ ନାହାନ୍ତି
ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଏସ ୟେଦୁରପ୍ପାଙ୍କ ଦ୍ୱାରା ବିଜେପି ସରକାର ଗଠନ ହେବାର ୧୮ ଦିନ ବିତି ଯାଇଥିଲେ ବି ଏଯାବତ୍ ମନ୍ତ୍ରିମଣ୍ଡଳ ଗଠନ ହୋଇପାରିନାହିଁ । ରାଜ୍ୟରେ ମନ୍ତ୍ରିମଣ୍ଡଳର ଅନୁପସ୍ଥିତି ନେଇ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା ନିରବ ଥିବାରୁ କଂଗ୍ରେସ ଏନେଇ ପ୍ରଶ୍ନ ଉଠାଇଛି । ରାଜ୍ୟପାଳ ଉକ୍ତ ମାମଲାରେ ହସ୍ତକ୍ଷେପ କରିବାକୁ ଦୃଢ଼ ଦାବି କରାଯାଇଛି । ଆସନ୍ତା ୧୬ ତାରିଖରେ କ୍ୟାବିନେଟ୍ ସମ୍ପ୍ରସାରଣ ହେବ ବୋଲି ୟେଦୁରପ୍ପା କହିଛନ୍ତି ।