ଗାଁ ଦାଣ୍ଡରୁ ବୃଦ୍ଧଙ୍କ ମୃତଦେହ ଠାବ

ଗାଁ ଦାଣ୍ଡରୁ ବୃଦ୍ଧଙ୍କ ମୃତଦେହ ଠାବ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଭାଟେଲ ଗାଁର ଡେଙ୍ଗସର୍ଗି ପଞ୍ଚାୟତ ପଡାର ଗାଁ ଦାଣ୍ଡରୁ ଜଣେ ବୃଦ୍ଧଙ୍କ ମୃତଦେହ ଠାବ ହେଇଛି। ମୃତକଙ୍କ ନାମ ରାମକୃଷ୍ଣ ରଣା (୬୫) ବୋଲି ଜଣା ପଡିଛି।

ଗତ ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଗାଁ ଦାଣ୍ଡରେ ଫିଙ୍ଗି ଦେଇଥିବା  ସନ୍ଦେହ କରାଯାଉଛି। ଖବର ପାଇ ନର୍ଲା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।