ଜଳିଗଲା ୭ ଗାଡି

ଜଳିଗଲା ୭ ଗାଡି

ଜଳିଗଲା ୭ ଗାଡି
ଭୁବନେଶ୍ୱର: ଝାରପଡା ଜଗନ୍ନାଥ ନଗରରେ ଜଳଯାଇଛି ୭ଟି ଗାଡି । ହେରିଟେଜ୍ ବିଲ୍ଡିଂ ତଳେ ପାକିଂ ହୋଇଥିବା ଗାଡି ଜଳିଯାଇଛି । ପୋଡି ଯାଇଥିବା ଗାଡି ମଧ୍ୟରୁ ୨ଟି କାର ଓ ୫ଟି ବାଇକ ଥିଲା । ବିଲ୍ଡିଂର କିଛି କ୍ଷତି ହୋଇ ନଥିବା ଜଣା ପଡିଛି । ଗୋଟିଏ ଘଂଟାର ପରିଶ୍ରମ ପରେ ନିଆଁକୁ ଆୟତ କରିଛନ୍ତି ଅଗ୍ନିଶମ କର୍ମଚାରୀ । କେହି ଜଣେ ଦୁର୍ବତ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଛି ।