ଟୋକିଓରେ ଚାଇନାକୁ ସର୍ବାଧିକ ୩୨ ସ୍ୱର୍ଣ୍ଣ

ଟୋକିଓରେ ଚାଇନାକୁ ସର୍ବାଧିକ ୩୨ ସ୍ୱର୍ଣ୍ଣ

ଟୋକିଓରେ ଚାଇନାକୁ ସର୍ବାଧିକ ୩୨ ସ୍ୱର୍ଣ୍ଣ

ଟୋକିଓ : କରୋନା କଟକଣା ମଧ୍ୟରେ ଜାରି ରହିଛି ଟୋକିଓ ଅଲମ୍ପିକ  । ଚଳିତ ଅଲମ୍ପିକରେ ଚାଇନା ସର୍ବାଧିକ ୩୨ ସ୍ୱର୍ଣ୍ଣ ସହ ୭୧ଟି ପଦକ ଜିତିଥିବାବେଳେ ଆମେରିକା ୨୭ ସ୍ୱର୍ଣ୍ଣ ସହ ୮୪ଟି ପଦକ ଜିତିଛି । ଅପରପକ୍ଷରେ ଜାପାନ ୨୧ଟି ସ୍ୱର୍ଣ୍ଣ ପଦକ ସହ ୪୦ଟି ପଦକ ହାସଲ କରିପାରିଛି  ।

ଚାଇନାକୁ ୩୨ ସ୍ୱର୍ଣ୍ଣ, ୨୩ ରୌପ୍ୟ, ୧୬ କାଂସ୍ୟ, ଆମେରିକାକୁ ୨୭ ସ୍ୱର୍ଣ୍ଣ, ୩୩ ରୌପ୍ୟ, ୨୪ କାଂସ୍ୟ, ଜାପାନକୁ ୨୧ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୨ ବ୍ରୋଞ୍ଜ ପଦକ ମିଳିଛି  । ଅପରପକ୍ଷରେ ଅଷ୍ଟ୍ରେଲିଆକୁ ୧୭ ସ୍ୱର୍ଣ୍ଣ ସହ ୪ ରୌପ୍ୟ ଓ ୧୭ କାଂସ୍ୟ ପଦକ ପାଇଛି  । ଗ୍ରେଟ ବ୍ରିଟେନକୁ ୧୫ ସ୍ୱର୍ଣ୍ଣ, ୧୮ ରୌପ୍ୟ ଓ ୧୬ କାଂସ୍ୟ ପଦକ ମିଳିଥିବାବେଳେ ଋଷୀୟ ୧୪ ସ୍ୱର୍ଣ୍ଣ, ୨୧ ରୌପ୍ୟ ଓ ୧୮ ବ୍ରୋଞ୍ଜ ସହ ୫୩ଟି ପଦକ ପାଇପାରିଛି  । 

ଅପରପକ୍ଷରେ ଜର୍ମାନୀକୁ ୯ ସ୍ୱର୍ଣ୍ଣ,  ୯ ରୌପ୍ୟ ଓ ୧୬ କାଂସ୍ୟ, ନୁ୍ୟଜଲାଣ୍ଡକୁ ୭ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୬ କାଂସ୍ୟ, ଇଟାଲୀକୁ ୬ ସ୍ୱର୍ଣ୍ଣ, ୧୦ ରୌପ୍ୟ ଓ ୧୬ କାଂସ୍ୟ ଏବଂ ଫ୍ରାନ୍ସକୁ ୬ ସ୍ୱର୍ଣ୍ଣ, ୧୦ ରୌପ୍ୟ ଓ ୯ କାଂସ୍ୟ ପଦକ ମିଳିଛି  ।

ଅପରପକ୍ଷରେ ଭାରତକୁ ଗୋଟିଏ ରୌପ୍ୟ ସହ ୩ଟି ବ୍ରୋଞ୍ଜ ବା କାଂସ୍ୟ ପଦକ ମିଳିଛି  ।