ତୈଳ ବିଶୋଧନାଗାର ଆଗରେ ୧୪୩ ବିସ୍ତାପତି ପରିବାରଙ୍କ ଧାରଣା

ତୈଳ ବିଶୋଧନାଗାର ଆଗରେ ୧୪୩ ବିସ୍ତାପତି ପରିବାରଙ୍କ ଧାରଣା

ତୈଳ ବିଶୋଧନାଗାର ଆଗରେ ୧୪୩ ବିସ୍ତାପତି  ପରିବାରଙ୍କ ଧାରଣା
ପାରାଦ୍ୱୀପ:ଲକ୍ଷ୍ମୀନାରାୟଣ ସାହୁ: ତୈଳବିଶୋଧନାଗାର ଫାଟକ ଆଗରେ ପୂର୍ବଭାରତ ତୈଳବିଶୋଧନାଗାର ବିସ୍ତାପିତ ପରିବାର କଲ୍ୟାଣ ସମିତି ବ୍ୟାନରରେ ୧୪୩ ବିସ୍ତାପିତ ପରିବାର ଧାରଣାରେ ବସିଛନ୍ତି । କମ୍ପାନୀ ପାଇଁ ଆମେ ବିସ୍ତାପିତ ହୋଇଥିବା ବେଳେ ଆମ୍ଭେ ଦିର୍ଘ ଦିନ ହେବ ୧୪୩ ବିସ୍ତାପିତ ହୋଇଥିବା ବେଳେ ଆମ୍ଭେ ଦିର୍ଘ ଦିନ ହେବୁ ୧୪୩ ବିସ୍ତାପିତ ପରିବାର ଉତ୍ତରାଧିକାରୀ ମାନଙ୍କ ତୁରନ୍ତ ନିଯୁକ୍ତି, ପ୍ରଶିକ୍ଷଣ ପ୍ରାପ୍ତ ସଦସ୍ୟ ମାନଙ୍କୁ ଯୋଗ୍ୟତାଭିତ୍ତିରେ ଉଚିତ୍ ପ୍ରାପ୍ୟ ପ୍ରଦାନ, ବିସ୍ତାପିତଙ୍କ ନିମନ୍ତେ ଉଦ୍ଧିଷ୍ଟ ଢିଙ୍କିଆ କଲୋନିକୁ ଯଥାଶିଘ୍ର ଉନ୍ନତି କରଣ ଓ ବାସଗୃହ ପାଇନଥିବା ବିସ୍ତାପିତଙ୍କୁ ବାସଗୃହ ଯୋଗାଣ, ଓ ବିସ୍ତାପିତ କଲ୍ୟାଣ ସମିତି ଓ ଉନ୍ନତି ପାଇଁ ଠିକାଦାର ଏବଂ ବ୍ୟବସିୟକ ସୁବିଧା ଯୋଗାଇବା ଦାବୀ କରି ଧାରଣାକାରୀ ମାନେ ଧାରଣାରେ ବସିଛନ୍ତି । ପ୍ରାୟ ୨୦୦ରୁ ଉଦ୍ଧ ଲୋକ ଏହି ଧାରଣାରେ ସାମିଲି ଥିବା ବେଳେ ଏହାର ସଭାପତି ଯଦୁମଣି ପ୍ରଧାନ ଯେପର୍ଯ୍ୟନ୍ତ ଦାବୀ ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ଚେତାବନୀ ଦେଇଛନ୍ତି ।