ଥାନା ଭଙ୍ଗାରୁଜା ଅଭିଯୋଗରେ ଗିରଫ ହେଲେ ପ୍ରକାଶ ତ୍ରିପାଠୀ

ଥାନା ଭଙ୍ଗାରୁଜା ଅଭିଯୋଗରେ ଗିରଫ ହେଲେ ପ୍ରକାଶ ତ୍ରିପାଠୀ

ଥାନା ଭଙ୍ଗାରୁଜା ଅଭିଯୋଗରେ ଗିରଫ ହେଲେ ପ୍ରକାଶ ତ୍ରିପାଠୀ
ଥାନା ଭଙ୍ଗାରୁଜା ଅଭିଯୋଗରେ ଗିରଫ ହେଲେ ପ୍ରକାଶ ତ୍ରିପାଠୀ ସହିଦ ନଗର ଥାନା ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଗିରଫ ହେଲେ । ଅଭିଯୁକ୍ତ ପ୍ରକାଶ ତ୍ରିପାଠୀକୁ ଗିରଫ କରିଛି କମିଶନରେଟ ପୋଲିସ । ଆଜି ପ୍ରକାଶକୁ କୋର୍ଟ ଚାଲଣ କରିବ ପୋଲିସ । ପୂର୍ବରୁ ଏହି ମାମଲାରେ ୬ଜଣ ଗିରଫ ହୋଇଛନ୍ତି ।