ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଟଣା ଆରମ୍ଭ

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଟଣା ଆରମ୍ଭ

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଟଣା ଆରମ୍ଭ
ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଟଣା ଆରମ୍ଭ ହୋଇଛି । ବିନା ଭକ୍ତ ଓ କୋଭିଡ କଟକଣା ମଧ୍ୟରେ ରଥଟଣା ଆରମ୍ଭ ହୋଇଛି । ସେବାୟତମାନେ ରଥଖଳାରୁ ରଥ ଟାଣି ନେଇଛନ୍ତି । ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା ପାଇଁ କମିଶନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଶ୍ରୀଲିଙ୍ଗରାଜ ମନ୍ଦିର , ରଥ ରୋଡ ଓ ଏହାର ଚତୁଃପାଶ୍ୱର୍କୁ ଆସନ୍ତାକାଲି ୧୪୪ ଅଂଚଳ ଭାବେ ଘୋଷଣା କରାଯାଇଛି । ଆଜି ରଥ ରୋଡ ସମ୍ପୂର୍ଣ୍ଣ ସିଲ କରାଯାଇଛି