ବସ୍‌ ଉପରେ ଖସିପଡିଲା ଟ୍ରକ , ବର୍ତିଲେ ୫୦ଜଣ ଯାତ୍ରୀ

ବସ୍‌ ଉପରେ ଖସିପଡିଲା ଟ୍ରକ , ବର୍ତିଲେ ୫୦ଜଣ ଯାତ୍ରୀ

ବସ୍‌ ଉପରେ ଖସିପଡିଲା ଟ୍ରକ  , ବର୍ତିଲେ ୫୦ଜଣ ଯାତ୍ରୀ
ଆନନ୍ଦପୁର : ଯାତ୍ରୀବାହୀ ବସ ଉପରେ ଖସିପଡିଲା ଆଇରନ୍ ବୋଝେଇ ଟ୍ରକ। ୨୦ ନଂ ଜାତୀୟ ରାଜପଥର ଶାଳପଡା ଓଭରବ୍ରିଜରେ ଘଟିଛି ଏହି ଦୁର୍ଘଟଣା। ବସରେ ଯାତ୍ରା କରୁଥିଲେ ପ୍ରାୟ ୫୦ଜଣ ଯାତ୍ରୀ। ତେବେ ଏହି ଦୁର୍ଘଟଣାରେ ବସ୍‌ କଣ୍ଡକ୍ଟର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। କରଂଜିଆରୁ ଭୁବନେଶ୍ବର ଯାଉଥିଲା ‘ପଦ୍ମାବତୀ’ ନାମକ ଏହି ଯାତ୍ରୀବାହୀ ବସ୍। ୨୦ ନଂ ଜାତୀୟ ରାଜପଥର ଶାଳପଡା ଓଭରବ୍ରିଜରେ ଯାତ୍ରୀବାହୀ ବସ ଉପରେ ଖସିପଡିଲା ଆଇରନ୍ ବୋଝେଇ ଟ୍ରକ। ବସରେ ଯାତ୍ରା କରୁଥିଲେ ପ୍ରାୟ ୫୦ଜଣ ଯାତ୍ରୀ। ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।