ବିଟ୍‌, ଗାଜର ଓ ସେଓରେ ରହିଛି ଅନେକ ଉପକାରୀ ଗୁଣ; ଦୈନିକ ଖାଆନ୍ତୁ ଓ ଏହି ସାଂଘାତିକ ରୋଗକୁ ଦୂରେଇ ଦିଅନ୍ତୁ

ବିଟ୍‌, ଗାଜର ଓ ସେଓରେ ରହିଛି ଅନେକ ଉପକାରୀ ଗୁଣ; ଦୈନିକ ଖାଆନ୍ତୁ ଓ ଏହି ସାଂଘାତିକ ରୋଗକୁ ଦୂରେଇ ଦିଅନ୍ତୁ

ବିଟ୍‌, ଗାଜର ଓ ସେଓରେ ରହିଛି ଅନେକ ଉପକାରୀ ଗୁଣ; ଦୈନିକ ଖାଆନ୍ତୁ ଓ ଏହି ସାଂଘାତିକ ରୋଗକୁ ଦୂରେଇ ଦିଅନ୍ତୁ

ଥାଇରଏଡ୍‌ ଆଜିକାଲି ସମୟ ପାଇଁ ଏକ ସାଧାରଣ ‌ରୋଗ । ଏହି ସମସ୍ୟା ଥିଲେ ଧୀରେ ଧୀରେ ଅନ୍ୟ ସମସ୍ୟା ସବୁ ମଧ୍ୟ ଉପୁଜିପାରେ । ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ସମସ୍ୟା ଅନୁଭବ ହେଉଛି ତେବେ ଆପଣଙ୍କର ଥାଇରଏଡ୍‌ ଥାଇପାରେ ବୋଲି ଧରିନିଅନ୍ତୁ । ଏଭଳି ସମୟରେ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ ।

ଥାଇରଏଡ୍‌ ଭଳି ସମସ୍ୟାକୁ ନିଜଠାରୁ ଦୂରେଇବା ପାଇଁ ନିୟମିତ ଗାଜର ଖାଆନ୍ତୁ । ଏଥିରେ ଆଣ୍ଟିଅକ୍ସିଡେଣ୍ଟସ୍‌ ଏବଂ ବିଟରେ କେରୋଟିନ୍‌ ତତ୍ତ୍ୱ ଥାଏ, ଯାହା ଥାଇରଏଡ୍‌କୁ ନିୟନ୍ତ୍ରିତ କରିଥାଏ । ତେଣୁ ପ୍ରତିଦିନ ଗୋଟିଏ ଲେଖାଏ ଗାଜର ଖାଇଲେ ଥାଇରଏଡ୍‌ରୁ ମୁକ୍ତି ମିଳିବ । ଏଥିରେ ଆଇରନ୍‌ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ୍‌ ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ ୨୦ ଦିନ ଲଗାତାର ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ୍‌ ସମସ୍ୟା କମିଯିବ ।

ସେଓରେ ପେକ୍ଟିନ୍‌ ଏବଂ ଫାଇବର୍‌ ଥାଏ, ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥାଏ । ଦିନରେ ଗୋଟିଏ ବିଟ୍‌ ମଧ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଏଥିରେ ଥାଇରଏଡ୍‌ କମ୍‌ କରିବାର ତତ୍ତ୍ୱ ଥାଏ । ଏହାକୁ ଖାଇଲେ ଇମ୍ୟୁନ୍‌ ସିଷ୍ଟମ୍‌ ଶକ୍ତିଶାଳୀ ଏବଂ ଥାଇରଏଡ୍‌ ହରମୋନ୍‌ ନିୟନ୍ତ୍ରିତ ହୋଇଥାଏ ।