ମୋଦିଙ୍କ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ
ମୋଦିଙ୍କ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ
admin
May 31, 2019 - 07:30
Updated: May 31, 2019 - 07:30
୧.ଅମିତ ଶାହା -ଗୃହ ମନ୍ତ୍ରୀ
୨.ରାଜନାଥ ସିଂ-ପ୍ରତିରକ୍ଷା ମନ୍ତ୍ରୀ
୩.ନିର୍ମଳା ସୀତାରମଣ-ଅର୍ଥ ମନ୍ତ୍ରୀ
୪. ଏସ.ଜୟଶଙ୍କର-ବୈଦେଶିକ ବ୍ୟାପାର ମନ୍ତ୍ରୀ
୫.ନୀତିନ ଗଡକରୀ-ପରିବହନ ,ରାଜପଥ , ଏମଏସଏମଇ
୬.ଧର୍ମେନ୍ଦ୍ର ପ୍ରଧାନ-ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ
୭.ସଦାନନ୍ଦ ଗୌଡା-ସାର ଓ ରସାୟନ
୮-ରାମ ବିଳାସ ପାଶ୍ୱାନ-ଖାଦ୍ୟ ଯୋଗାଣ
୯-ନରେନ୍ଦ୍ର ସିଂ ତୋମାର-କୃଷି,ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ
୧୦.ରବିଶଙ୍କର ପ୍ରସାଦ- ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି
୧୧.ହରସିମରତ କୌର ବାଦଲ- ଖାଦ୍ୟ ପ୍ରକିୟାକରଣ ଶିଳ୍ପ
୧୨.ଥାୱରଚନ୍ଦ ଗେହଲଟ-ସାମାଜିକ ନ୍ୟାୟ ଓ ସଶକ୍ତୀକରଣ
୧୩.ରମେଶ ପୋଖରିଆଲ ନିଶଙ୍କ- ମାନବ ସମ୍ବଳ ବିକାଶ
୧୪.ଅର୍ଜୁନ ମୁଣ୍ଡା-ଆଦିବାସୀ ବ୍ୟାପର
୧୫.ସ୍ମୃତି ଇରାନୀ-ମହିଳା ଓ ଶିଶୁ ବିକାଶ, ବୟନ ଶିଳ୍ପ
୧୬. ଡ. ହର୍ଷବର୍ଦ୍ଧନ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି
୧୭. ପ୍ରକାଶ ଜାଭଡେକର- ଜଙ୍ଗଲ ଓ ପରିବେଶ, ସୂଚନା ଓ ପ୍ରସାରଣ
୧୮.ପୀୟୁଷ ଗୋୟଲ-ରେଳ, ବାଣିଜ୍ୟ ଓ ଶିଳ୍ପ
୧୯. ମୁକ୍ତାର ଆବାସ ନକଭି-ସଂଖ୍ୟାଲଘୁ ବ୍ୟାପାର
୨୦. ପ୍ରହ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି
୨୧.ମହେନ୍ଦ୍ର ନାଥ ପାଣ୍ଡେ- ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ
୨୨.ଅରବିନ୍ଦ ସାୱନ୍ତ-ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ
୨୩.ଗିରିରାଜ ସିଂହ-ପ୍ରାଣୀ ସଂପଦ ଏବଂ ମତ୍ସସଂପଦ
୨୪. ଗଜେନ୍ଦ୍ର ସିଂ ଶେଖାୱତ- ଜଳ ଶକ୍ତି
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)ଙ୍କ ବିଭାଗ
୧.ସନ୍ତୋଷ ଗଙ୍ଗୱାର-ଶ୍ରମ ଓ ନିୟୋଜନ
୨. ରାଓ ଇନ୍ଦ୍ରଜିତ ସିଂହ-ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ,ଯୋଜନା
୩.ଶ୍ରୀପଦ ୟେଶୋ ନାଏକ- ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି
୪.ଜିତେନ୍ଦ୍ର ସିଂହ-ପିଏମଓ, ଉତରପୂର୍ବାଂଚଳ ଉନ୍ନୟନ, ପରମାଣୁ ଶକ୍ତି
୫. କିରଣ ରିଜିଜୁ- ଯୁବ ବ୍ୟାପାର ଏବଂ କ୍ରୀଡା, ସଂଖ୍ୟାଲଘୁ ବ୍ୟାପାର
୬. ପ୍ରହଲ୍ଲାଦ ସିଂ ପଟେଲ- ସଂସ୍କୃତି, ପର୍ଯ୍ୟଟନ
୭.ରାଜକୁମାର ସିଂହ- ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ
୮.ହରଦୀପ ସିଂ ପୁରୀ- ଗୃହ ନିର୍ମାଣ ଓ ସହରାଂଚଳ ବିକାଶ, ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ
୯. ମନସୁଖଲାଲ ମାଣ୍ଡଭିୟ- ଜାହାଜ ଚଳାଚଳ, ସାର ଓ ରସାୟନ
ରାଷ୍ଟ୍ରମନ୍ତ୍ରୀ
୧.ଫଗନ ସିଂ କୁଲସ୍ତେ – ଇସ୍ପାତ ମନ୍ତ୍ରୀ
୨.ଅଶ୍ୱିନୀ କୁମାର ଚୌବେ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
୩.ଅର୍ଜୁନ ରାମ ମେଘୱାଲ – ସଂସଦୀୟ ବ୍ୟାପାର, ଭାରିଶିଳ୍ପ ମନ୍ତ୍ରୀ
୪.ଜେନେରାଲ ଭିକେ ସିଂହ – ପରିବହନ ଓ ରାଜପଥ ମନ୍ତ୍ରୀ
୫.କ୍ରୀଷ୍ଣନପାଲ୍ ଗୁର୍ଜର – ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
୬.ଦାନଭେ ରାଓସାହେବ ଦାଦାରାଓ- ଖାଦ୍ୟ ଯୋଗାଣ ମନ୍ତ୍ରୀ
୭.ଜି. କିଶନ ରେଡ୍ଡୀ – ଗୃହ ମନ୍ତ୍ରୀ
୮.ପରଷୋତ୍ତମ ରୁପାଲା- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
୯.ରାମଦାସ ଅଠାୱାଲେ -ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
୧୦.ସାଧ୍ୱୀ ନିରଞ୍ଜନ ଜ୍ୟୋତି – ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
୧୧.ବାବୁଲ ସୁପ୍ରିଓ – ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
୧୨.ସଂଜୀବ ବାଲିଆନ – ପ୍ରାଣୀ ସଂପଦ, ଗୋପାଳନ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ
୧୩. ଧୋତ୍ରେ ସଂଜୟ ସାମରାଓ – ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ
୧୪.ଅନୁରାଗ ଠାକୁର – ଅର୍ଥ, କର୍ପୋରେଟ ବ୍ୟାପାର ମନ୍ତ୍ରୀ
୧୫. ସୁରେଶ ଅଙ୍ଗାଡ଼ି – ରେଳ ମନ୍ତ୍ରୀ
୧୫.ନିତ୍ୟାନନ୍ଦ ରାୟ – ଗୃହ ମନ୍ତ୍ରୀ
୧୬.ରତନ ଲାଲ କାଟାରିଆ – ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
୧୭.ଭି. ମୁରଲୀଧରନ – ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର ମନ୍ତ୍ରୀ
୧୮. ରେଣୁକା ସିଂହ ସାରୁତା – ଆଦିବାସୀ ବ୍ୟାପାର ମନ୍ତ୍ରୀ
୧୯. ସୋମ ପ୍ରକାଶ – ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
୨୦. ରାମେଶ୍ୱର ତେଲି ହେଲେ – ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
୨୧.ପ୍ରତାପ ଷଡ଼ଙ୍ଗୀ – ଏମଏସଏମଇ, ପ୍ରାଣୀ ଓ ଗୋ , ମତ୍ସ୍ୟ ସଂପଦ ମନ୍ତ୍ରୀ
୨୨.କୈଳାସ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
୨୩. ଦେବଶ୍ରୀ ଚୌଧୁରୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ