ରାଜ୍ୟରେ ଏବେ ୭୧୦ ଜଣ ଚିକିତ୍ସିତ ହେଉଛନ୍ତି

ରାଜ୍ୟରେ ଏବେ ୭୧୦ ଜଣ ଚିକିତ୍ସିତ ହେଉଛନ୍ତି

ରାଜ୍ୟରେ ଏବେ ୭୧୦ ଜଣ ଚିକିତ୍ସିତ ହେଉଛନ୍ତି
ଭୁବନେଶ୍ୱର : ରାଜ୍ୟରେ ଏବେ ୭୧୦ ଜଣ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୨୦ ଜଣ ସଂକ୍ରମିତ ହୋଇଥିବାବେଳେ ୩ ଲକ୍ଷ ୩୨ ହଜାର ୯୪୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ଅପରପକ୍ଷରେ ୧୯୦୯ ଜଣ ମୃତୁ୍ୟବରଣ କରିଛନ୍ତି । ଅନୁଗୁଳରେ ୩୧, ବାଲେଶ୍ୱରରେ ୪୩, ବରଗଡ଼ରେ ୬୨, ଭଦ୍ରକରେ ୮, ବଲାଙ୍ଗୀରରେ ୧୦, ବୌଦ୍ଧରେ ୩, କଟକରେ ୬୧, ଦେବଗଡ଼ରେ ୧୦, ଢେଙ୍କାନାଳରେ ୨, ଗଜପତିରେ ୧୦, ଗଞ୍ଜାମରେ ୮, ଜଗତସିଂହପୁରରେ ୬, ଯାଜପୁରରେ ୩୦, ଝାରସୁଗୁଡ଼ାରେ ୨୩, କଳାହାଣ୍ଡିରେ ୧, କେନ୍ଦ୍ରାପଡ଼ାରେ ୬, କନ୍ଧମାଳରେ ୦, କେନ୍ଦ୍ରାପଡ଼ାରେ ୬, କେନ୍ଦୁଝରରେ ୮, ଖୋର୍ଦ୍ଧାରେ ୪୨, କୋରାପୁଟରେ ୧, ମାଲକାନାଗିରିରେ ୦, ମୟୂରଭଞ୍ଜରେ ୩୧, ନବରଙ୍ଗପୁରରେ ୧, ନୟାଗଡ଼ରେ ୧, ନୂଆପଡ଼ାରେ ୧୩, ପୁରୀରେ ୫୨, ରାୟଗଡ଼ାରେ ୧୮, ସମ୍ବଲପୁରରେ ୫୪, ସୁବର୍ଣ୍ଣପୁରରେ ୯, ସୁନ୍ଦରଗଡ଼ରେ ୧୩୩, ରାଜ୍ୟ ପୁଲରେ ୨୩ ଜଣ ଚିକିତ୍ସିତ ହେଉଛନ୍ତି ।