ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ଜଣ କରୋନା ଆକ୍ରାନ୍ତ ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ଜଣ କରୋନା ଆକ୍ରାନ୍ତ ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ଜଣ କରୋନା ଆକ୍ରାନ୍ତ ।
ଆଜି ରାଜ୍ୟରେ ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେବଗଡରୁ ସର୍ବାଧିକ ୨୨ଜଣ ସୁସ୍ଥ ହୋଇଥିବାବେଳେ ପୁରୀରୁ ୧୬, ନୟାଗଡରୁ ୧୫, ବଲାଙ୍ଗୀରରୁ ୯ଜଣ , ଅନୁଗୁଳରୁ ଓବାଲେଶ୍ୱରରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତିି । ଭଦ୍ରକ ଓ ସୁନ୍ଦରଗଡରୁ ୩ଜଣ ଲେଖାଏଁ ଥିବାବେଳେ, କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ବରଗଡରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳ, ଗଜପତି ଓ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଆଜିର ୯୧ଜଣ ସୁସ୍ଥକୁ ମିଶାଇ ରାଜ୍ୟର ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୪୧୬ରେ ପହଂଚିଛି ।