ମୋ ଓଡିଶା କାନ୍ଦୁଚି

ମୋ ଓଡିଶା କାନ୍ଦୁଚି

 ମୋ ଓଡିଶା କାନ୍ଦୁଚି
ସମୟ ର ଚକ ଘୁରି ବୁଲୁଚି ଚାଷି ପୁଅର ଚାଷ ଜମି ବନ୍ଧା ପଡିଚି ବିଚରା ତାର ଚିନ୍ତା ବଢୁଚି କରଜରେ ଆଜି ସେ ବୁଡି ମରୁଚି । ଏଠି ମୋ ଓଡିଶା କାନ୍ଦୁଚି ଚାଷି ପୁଅ ବିଦେଶେ ଦାଦନ ଖଟୁଚି ଗରିବ ର ଦୁଃଖ କିଏ ସେ ବୁଝୁଚି ଆଖିର ଲୁହ ପୋଛି ତାର ଦିନ ସରୁଚି। ନିଜ ଭିଠାମାଟି ଛାଡି ବିଦେଶ ଗଲେଣି ଏଇ ମୋ ଓଡ଼ିଶା ଚାଷି ପୁଅ କାହାଣୀ ବେକାରୀ ସମସ୍ୟା ବଢି ଚାଲିଛି ମଦ ନିଶାରେ ଓଡିଶା ବୁଡି ମରୁଚି। ମୋ ଓଡିଶା କାନ୍ଦୁଚି... .. ମୋ ଓଡିଶା କାନ୍ଦୁଚି ଓଡ଼ିଶା ର ଦୁଃଖ କିଏସେ ଦେଖୁଛି ।। କବି - ଜିତେନ୍ଦ୍ର କୁମାର ସୁବୁଦ୍ଧି ବେଗୁନିଆ, ଖୋର୍ଦ୍ଧା