ନାରୀ ନିଆଁ ...ମନୁ ଉକ୍ତି

ନାରୀ ନିଆଁ ...ମନୁ ଉକ୍ତି

ନାରୀ ନିଆଁ ...ମନୁ ଉକ୍ତି
ନୁହେଁ କି ଧର୍ଷିତା ତୁମ ନିଜ ସୀତା ଧର୍ଷିତା ଠୁ ସିଏ କେଉଁଗୁଣେ ଅଛି କମ୍, ଇଚ୍ଛାର ଜାହିର କରିଚାଲ ତାରେ ସେ କି ତମ ଗୋଲାମ । ଗୋଲାପ କୁ ତମେ ଗୋଲାମ କରିଛ ନାନା ନିର୍ୟ୍ୟାତନା ଦେଈ , ଅତ୍ୟାଚାରୀ ପରି ଅତ୍ୟାଚାର କର କାହାଠୁ ନିୟମ ପାଈ । ଯେପରି ଭାବେ ବିତାୟ ତାସାଥେ ସେ ପରା ଜନନୀ ଜୟା ବର୍ଷକ ରେ ଥରେ ଭେଟ ହୁଅ ତାରେ କାହିଁକି ହେଉଛ ବାୟା ? ଯେହେତୁ ସେ ନାରୀ ସୃଷ୍ଟି କାରିଣୀ ନିରେଖୀ ଦେଖେନା ତନୁ, ଜଳିଜିବ ସବୁ ତା ଅଭିଶାପେ କହିଛନ୍ତି ଋଷି ମନୁ । ବ୍ୟଙ୍ଗକବି – ହରେକୃଷ୍ଣ ପଟ୍ଟନାୟକ ତିଗିରିଆ, କଟକ