ସ୍ୱପ୍ନରେ ଶିରିଡି ...

ସ୍ୱପ୍ନରେ ଶିରିଡି ...

ସ୍ୱପ୍ନରେ ଶିରିଡି ...
ଶିରିଡି ରୁ ଖେଚୁଡି ମୋ ଗାଁ କୁ ବାସୁଚି କେବେ ସେ ଦିନ ଆସିବ ମୁଁ ଚାହିଁ ବସିଛି ରଖିଚି ତୁମ ପାଈଁ ମୋ ବାରି ଗୋଲାପ ଚରଣ ତଳେ ଦିଶିବ ତୁମେ ଭାରି ସୁନ୍ଦର । ଜୀବନ ର ଦୁଃଖ ସବୁ ଭୁଲିଯାଇଛି ତୁମ ଆଶୀର୍ବାଦ ପାଈଁ ମୁଁ ଶିରିଡି ଆସୁଛି । ନାହିଁ ମୋର କେହି ସାହା ଭରସା ଏ ଗରିବ କୁ ତୁମେ ଦେଖାଇବ କି ରାସ୍ତା ଏତ ବଡ ଦୁନିଆ ରେ ମୁଁ ହଜିଯାଇଛି ତୁମ ସେବା ପାଇଁ ମୁଁ ସବୁ ତ୍ୟାଗ କରିଛି । ତୁମ ବିଭୁତି ଆଜି ମୋ ଗାଁ ବସୁଚି ମୋ ଦେହେ ବୋଳିବାକୁ ଶିରିଡି ଆସୁଛି । ତୁମ ଚରଣ ଛୁଇଁଲେ ମୋର ଭାଗ୍ୟ ବଦଳିବ ତୁମ ଏଇ ପ୍ରେମ ଏ ଦୁନିଆ ଦେଖିବ। କିଛି ଲୋଡା ନାହିଁ ଏଇ ଦୁନିଆ ରେ ତୁମ ଆଶିର୍ବାଦ ଥାଉ ମୋ ଉପରେ ଶେଷ ସପନ ଆଜି ସାକାର ହୋଇଛି ସାଇ ଦଶନ ସାରି ସେଶ ବିଦାୟ ନେଉଛି। ସାଇ ରାମ .............. କବି -ଜିତେନ୍ଦ୍ର କୁମାର ସୁବୁଦ୍ଧି ବେଗୁନିଆ,ଖୋର୍ଦ୍ଧା