ପିନ୍ଧି ବାକୁ ନାହିଁ ମୋର ଖଣ୍ଡିଏ କନା

ପିନ୍ଧି ବାକୁ ନାହିଁ ମୋର ଖଣ୍ଡିଏ କନା

ପିନ୍ଧି ବାକୁ ନାହିଁ ମୋର ଖଣ୍ଡିଏ କନା
*****ପିନ୍ଧି ବାକୁ ନାହିଁ ମୋର ଖଣ୍ଡିଏ କନା***** ପିନ୍ଧି ବାକୁ ନାହିଁ ମୋର ଖଣ୍ଡିଏ କନା .କେତେ ଉଡାଉଚ ତୁମ ଦେଉଳେ ବାନା ନାହଁ ମୋ ଘରେ ଟୋପେ ବାସି ତୋରାଣି ତୁମେ ପିଉଚୁ ସେଠି ଟଙ୍କ ତୋରାଣି ଛପନ ଗୋଟି ଭୋଗ ଏକା ଯେ ଖାଉଚ ମୋ କଥା କେମିତି ଭୁଲି ତ ଯାଉଛ ତୁମେ ସିନା ରହୁଚ ବଡ ଦେଉଳରେ ଦିନ କଟେ ମୋର ଭଙ୍ଗା କୁଡିଆ ରେ ହଁ ଆସା ମୋ ଆସା ରେ ରହିଲା ମୋ ସପନ ଅଧାରେ ରହିଲା ନହେଲେ ନାହିଁ ତୋର ମୋର ଭାବ ଶେଷ ସମୟରେ ତୁଣ୍ଡେ ଜଳ ଟିକେ ଦେବ ତେବେ ମୋ ଆତ୍ମା ମୁକ୍ତି ମିଳିବ ମୋ ଶେଷ ସପନ ସାର୍ଥକ ହେବ ଏତିକି କରୁଚି ତୁମ ପାଖେ ଗୁହାରି ସବୁ ଜନମରେ ଭକତି ରହୁ ମୋହରି ହେଇ ପାରିଲିନି ମୁଁ ଭକ୍ତ ସାଲବେଗ କିଛି ଦେଇ ପାରୁନି ମୁଁ ଅଭାବି ମଣିଷ ଏତିକି ସୁଣିବ ହେ ଜଗତର ନାଥ ବୈକୁଣ୍ଠ ପୁରରେ ଜାଗ ଟିକେ ଦେବ ।। Jitendra Subudhi Siko Begunia -Khurda