ଉତ୍ସର୍ଗ

ଉତ୍ସର୍ଗ

 ଉତ୍ସର୍ଗ
ତୁମେ ନ ଆସିଲେ ଆଉ କାହାକୁ କହିବି ମୋ କୁଡିଆ କୁ ତୁମେ ନିଶ୍ଚେ ଦିନେ ଆସିବ ସେ ଦିନ ମୋ ଅଗଣା ହେବ ନିତ୍ୟ ଶ୍ରୀ ମନ୍ଦିର ତୁମ ପାଇଁ ଅଭଡା ରାନ୍ଧିବି ଦୟଣା ଫୁଲ ସମ୍ଭାର ନିଯେ ପିନ୍ଧାଇବି କଥା ଦିଅ ପ୍ରଭୁ ତୁମେ ଆସିବ ବା କେବେ ସେଇ ଦିନକୁ ଅପେକ୍ଷା ମୁହୁର୍ତ୍ତ ,ମୁହୁର୍ତ୍ତ ଧରି ଆଣି ଥିବ ସଂଗେ ସରଧା ବାଲି ରୁ ମୁଠେ ବୋଳି ହୋଇ ଭୁଲିବି ମୋ ଜୀବନ ଜଞ୍ଜାଳ ଶୁନ୍ୟ ଦେହ, ଶୁନ୍ୟ ମନ,ଶୁନ୍ୟ ଅସ୍ତିତ୍ୱରେ ଦେବୁ ଦେଖାଇ ମୋ ଜୀବନ ପୁଜା ଫୁଲ ସଜାଡି ରଖିଛି ।। ଜିତେନ୍ଦ୍ର କୁମାର ସୁବୁଦ୍ଧି ବେଗୁନିଆ -ଖୋର୍ଦ୍ଧା ।।