ଶେଷ ସପନ ସାର୍ଥକ ହେବ

ଶେଷ ସପନ ସାର୍ଥକ ହେବ

ଶେଷ ସପନ ସାର୍ଥକ  ହେବ
***ଶେଷ ସପନ ସାର୍ଥକ ହେବ*** ପିନ୍ଧି ବାକୁ ନାହିଁ ମୋର ଖଣ୍ଡିଏ କନା କେତେ ଉଡାଉଚ ତୁମ ଦେଉଳେ ବାନା ନାହଁ ମୋ ଘରେ ଟୋପେ ବାସି ତୋରାଣି ତୁମେ ପିଉଚୁ ସେଠି ଟଙ୍କ ତୋରାଣି ଛପନ ଗୋଟି ଭୋଗ ଏକା ଯେ ଖାଉଚ ମୋ କଥା କେମିତି ଭୁଲି ଯାଉଚ ତୁମେ ସିନା ରହୁଚ ବଡ ଦେଉଳରେ ମୋର ଦିନ କଟେ ଏଇ ଭଙ୍ଗା କୁଡିଆ ରେ ହଁ ଆସା ମୋର ଆସା ଆସା ରେ ରହିଲା କାହା ଅଭିଶାପ ମୋ ଉପରେ ପଡିଲା ନହେଲେ ନାହିଁ ତୋର ମୋର ଭାବ ଶେଷ ସମୟରେ ତୁଣ୍ଡେ ଜଳ ଟିକେ ଦେବ ସରଗ ଦୁଆରେ ମୋତେ ଟିକେ ଯାଗା ଦେବ ମୋ ଶେଷ ସପନ ସାର୍ଥକ ହେବ।। Jitendra Subudhi Begunia -Khurda