ଟୋକିଓ ଅଲମ୍ପିକ୍ସରେ ସେମିଫାଇନାଲରେ ପିଭି ସିନ୍ଧୁ

ଟୋକିଓ ଅଲମ୍ପିକ୍ସରେ ସେମିଫାଇନାଲରେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ବ୍ୟାଡମିଂଟନ ମହିଳା ସିଙ୍ଗଲ ସେମିଫାଇନାଲରେ ପିଭି ସିନ୍ଧୁ । ଜାପାନର ୟାମାଗୁଚିଙ୍କୁ ହରାଇ ସେମିରେ ସଟଲର ସିନ୍ଧୁ । କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରିଛନ୍ତି । ସିଧା ସଳଖ ୨ଟି ସେଟରେ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସିନ୍ଧୁ ୨୧-୧୩,୨୨-୨୦ରେ ୟାମାଗୁଚିଙ୍କୁ ହରାଇଲେ ।