***ସାରା ବିଶ୍ୱରେ ପଡିଚି ଆଜି ବିପଦ***

***ସାରା ବିଶ୍ୱରେ ପଡିଚି ଆଜି ବିପଦ***

***ସାରା ବିଶ୍ୱରେ ପଡିଚି ଆଜି ବିପଦ***
ସାରା ବିଶ୍ୱରେ ପଡିଚି ଆଜି ବିପଦ କରୋଣା ଦାଉରୁ ଆମକୁ ଉଧାର କର ତୁମେ ପରା ଆମ ଜଗତର ଠାକୁର ଜଗତର ଦୁଃଖ ଆସ କରବ ଦୁଅର ଯେବେଠୁ କରୁଣା ଦେଖା ଦେଲାଣି ମୃତ୍ଯୁ ମୁଖରେ କେତେ ପାରଣ ଗଲାଣି ଆସ ପ୍ରଭୁ ତୁମେ ପୃଥିବୀ ପୃଷ୍ଠକୁ ବିପଦ ରୁ ଉଦ୍ଧାର କର ଆମ ମାନଙ୍କୁ ତୁମେ ସିନା ବସିଚ ରତନ ବେଦିରେ ସହସ ନାହି ଏଠି କାହାରି ମୁଖରେ ଦେଖି ବାକୁ ଅଛି ଆଜି ତୁମ ଦର୍ଶନ ସଭିଙ୍କର ରଖ ପ୍ରଭୁ ତୁମ ହାତେ ଜୀବନ,, -ଜିତେନ୍ଦ୍ର ସୁବୁଦ୍ଧି ସିକୋ ବେଗୁନିଆ -ଖୋର୍ଦ୍ଧା