ହୀରାକୁଦରେ ୬ ଗେଟ ବନ୍ଦ

ହୀରାକୁଦରେ ୬ ଗେଟ ବନ୍ଦ

ହୀରାକୁଦରେ ୬ ଗେଟ ବନ୍ଦ
ସମ୍ବଲପୁର: ହୀରାକୁଦ ଡ୍ୟାମରେ ୬ଟି ଗେଟକୁ ବନ୍ଦ କରାଯାଇଛି । ୧୨ଟି ଗେଟରୁ ୬ଟି ବନ୍ଦ ପରେ ଏବେ ମୋଟ ୬ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଇଛି । ହୀରାକୁଦ ଡ୍ୟାମକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୧ ହଜାର ୪୫୩ କୁ୍ୟସେକ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ୧ ଲକ୍ଷ ୧୭ ହଜାର ୭୬୨ କୁ୍ୟସେକ ଜଳ ନିଷ୍କାସନ କରାଯାଉଛି ।