ଜେଲରୁ ବାହାରିବେ ସାରଥି

ଜେଲରୁ ବାହାରିବେ ସାରଥି

ଜେଲରୁ ବାହାରିବେ ସାରଥି
ଭୁବନେଶ୍ୱର:ଜେଲରୁ ଖଲାସ ହେବେ ସାରଥି ଓରଫ ସନ୍ତୋଷ ରାଉଳ । ହାଇକୋର୍ଟ ତୃତୀୟ ମାମଲରେ ସାରଥିଙ୍କୁ ଜାମିନ ଦେଇଛନ୍ତି । ବାରିମୂଳ ଆଶ୍ରମ ଅନ୍ତେବାସିନୀଙ୍କ ମା, ଝିଅ ମାମଲାରେ ମିଳିଲା ଜାମିନ । ୨ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଲା । ଜେଲରୁ ବାହାରିଲା ପରେ କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତଳ କୋର୍ଟ ଚାହିଁଲେ ଅଧିକ ସର୍ତ ରଖି ପାରିବ ବୋଲି ହାଇକୋର୍ଟ କହିଛନ୍ତି । ସାରଥିଙ୍କ ନାଁରେ ୩ଟି ମାମଲା ଥିଲା । ପୂର୍ବରୁ ୨ଟି ମାମଲରେ ସାରଥିଙ୍କୁ ମିଳି ସାରିଥଲା ଜାମିନ । ସାରଥି ଦୀର୍ଘ ୩ ବର୍ଷରୁ ଅଧିକ ହେବ ଚୌଦ୍ୱାର ଜେଲରେ ରହୁଛନ୍ତି ।