ପୁରୀରେ ବିଶ୍ୱବ୍ୟାଙ୍କ ଟିମ

ପୁରୀରେ ବିଶ୍ୱବ୍ୟାଙ୍କ ଟିମ

ପୁରୀରେ ବିଶ୍ୱବ୍ୟାଙ୍କ ଟିମ
ଭୁବନେଶ୍ୱର: ପ୍ରଳୟଙ୍କାରୀ ବାତ୍ୟା ଫୋନି ପୁରୀ ଜିଲ୍ଲାରେ ଅଧିକ କ୍ଷୟକ୍ଷତି କରିଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଂଟି ଭାଙ୍ଗିବା ସହ ଘରଦ୍ୱାର ଭାଙ୍ଗିଯାଇଛି । ତେଣୁ ବିଶ୍ୱ ବ୍ୟାଙ୍କର ଏକ ପ୍ରତିନିଧି ଦଳ ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରୁଛି । ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରରେ ହୋଇଥିବା କ୍ଷତି ସଂପର୍କରେ ଅଧିକ ଅନୁଧ୍ୟାନ କରୁଛନ୍ତି । ଏକ କେନ୍ଦ୍ରୀୟ ଟିମ ପ୍ରତିନିଧି ଦଳ ମଧ୍ୟ ସମସ୍ତ କ୍ଷୟକ୍ଷତି ସଂପର୍କରେ କରୁଛି ଅନୁଧ୍ୟାନ ।